Masthead

ପଞ୍ଜାବରେ ହେବ କି ଖଲିସ୍ତାନୀ ଆନ୍ଦୋଳନ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ହାଇଡ୍ରାମା । ଘଡ଼ିକରେ ଘୋଡ଼ା ଛୁଟୁଛି ପଞ୍ଜାବ ପଲିଟିକ୍ସରେ । ପଞ୍ଜାବ ରାଜନୀତିରେ ବିବାଦ ଥମିବାର ନା ନେଉନାହିଁ । କ୍ଷମତାର ଲଢ଼େଇ ଏଠାରେ ଶେଷ ସୀମାରେ ପହଞ୍ଚିଛି । ଫଳସ୍ୱରୂପ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ନଭଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ଦଳୀୟ କନ୍ଦଳ ଉଗ୍ରରୂପ ଧାରଣ କରିଥିବା ବେଳେ ସିଦ୍ଧୁ-ଅମରିନ୍ଦର ବିବାଦ ଚରମ ସୀମାରେ ପହଞ୍ଚିଛି । ଭାରତରେ ଅସ୍ଥିରତା ଦେଖାଦେଲେ ପାକିସ୍ତାନ ଏହାର ସୁଯୋଗ ନେଇଥାଏ। ରାଜନୈତିକ ପ୍ରସଙ୍ଗ ହେଉ କିମ୍ବା ଆନ୍ଦୋଳନ, ଏସବୁର ଫାଇଦା ନେଇ ଭାରତରେ କିଭଳି ଅସ୍ଥିରତା ସୃଷ୍ଟି କରିବାକୁ ହୁଏ ତାହା ଆଇଏସଆଇକୁ ଭଲଭାବେ ଜଣାଅଛି। ଏଭଳି ସ୍ଥିତିରେ ଆଇଏସଆଇ ସେଠାରେ ଖଲିସ୍ତାନୀ ଆନ୍ଦୋଳନକୁ ଗତି ଦେବା ପାଇଁ ଉଦ୍ୟମ ଚଳାଇଛି।

ପୂର୍ବରୁ ଆଇଏସଆଇ ଖଲିସ୍ତାନୀ ଆନ୍ଦୋଳନକୁ ଯେଭଳି ଆଗକୁ ନେବାକୁ ଚାହୁଥିଲା ତାହା କରି ପାରି ନଥିଲା। କିନ୍ତୁ ବିଳମ୍ବରେ ଏସବୁ ଗୋଷ୍ଠୀର କାର୍ଯ୍ୟକ୍ରମ ବଢ଼ିବାରେ ଲାଗିଛି। ପଂଜାବ ରାଜନୀତିରେ ସ୍ଥିରତା ଥିବାରୁ ରାଜ୍ୟର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏମାନେ ଦୋହଲାଇ ପାରି ନଥିଲେ। ଏଭଳି ପୃଷ୍ଠଭୂମିରେ ବିରଷ୍ଠ କଂଗ୍ରେସ ନେତା କପିଲ ସିବଲ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି