Masthead

ରାଜନୀତିରେ ହୋଇପାରେ ପୃଥ୍ୱୀବଲ୍ଲଭଙ୍କ ଏଣ୍ଟ୍ରି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାହାର ହେବେ ଜେବିଙ୍କ ପୁଅ ପୃଥ୍ୱୀବଲ୍ଲଭ । କଂଗ୍ରେସର ନାଁ ବିଆରଏସର । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍କ ସହ ଲଞ୍ଚ ପରେ ଆଜି ବିଜୟ ପଟ୍ଟନାୟକଙ୍କ ସହ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ।

 

ସରକାରଙ୍କ ଆଟିଟ୍ୟୁଡଠୁ ନେଇ ଇନ୍ଦିରା ଗାନ୍ଧୀଙ୍କ ପରାଜୟ ଯାଏ ହଲେ ଚର୍ଚ୍ଚା । ରବିବାର ଗିରିଧର ଗମାଙ୍ଗ ଓ ପୃଥ୍ୱୀବଲ୍ଲଭଙ୍କ ଏକା ସାଙ୍ଗରେ ଲଞ୍ଚ ବେଳର ଫଟୋ ସାମ୍ନାକୁ ଆସିଥିଲା । ଓଡ଼ିଶାରେ ଚାଲିଥିବା ଅଫିସର ରାଜ ବିଷୟରେ ଆଲୋଚନା କରାଯାଇଥିଲା । ଅଫିସର ରାଜ ଦ୍ୱାରା କିଭଳି ଜନପ୍ରତିନିଧିଙ୍କ କ୍ଷମତା ଖସୁଛି ଏବଂ ଗଣତନ୍ତ୍ରକୁ କିଛି ଅଫିସର ହତ୍ୟା କରିଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଓଡ଼ିଶାରେ ଖୁବ ସିରିୟସ୍ ପ୍ଲାନ ନେଇ ଇଲେକ୍ସନ ମଇଦାନକୁ ଓହ୍ଲାଉଛି ତେଲେଙ୍ଗାନା ମୁଖ୍ୟମମନ୍ତ୍ରୀ କେସିଆରଙ୍କ ପାର୍ଟି । ୟାରି ଭିତରେ ଆଜିର ଏ ଫଟୋ । ଗତକାଲି ଆଉ ଆଜିର ଫଟୋକୁ ଦେଖିଲେ ଅନୁମାନ କରାଯାଇ ପାରେ ଯେ ପୃଥ୍ୱୀବଲ୍ଲଭଙ୍କ ରାଜନୀତିରେ ଏଣ୍ଟ୍ରି ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି