Masthead

କନ୍ୟାଶ୍ରମରେ ମସ୍ତିଷ୍କ ରୋଗ ଆତଙ୍କ, ୫ ଛାତ୍ରୀ ଆକ୍ରାନ୍ତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ପ୍ରବାହ ରୋଗ । କନ୍ୟାଶ୍ରମରରେ ରିପୋର୍ଟ ପାଜିଟିଭ ଆସିବାରୁ ୫ ଛାତ୍ରୀଙ୍କୁ ସୋରରୁ ବାଲେଶ୍ଵରକୁ ସ୍ଥାନାନ୍ତର । ଗତ ତିନିଦିନ ତଳେ ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ ୧୦ମ ଶ୍ରେଣୀ ଛାତ୍ରୀ ବାନ୍ତି କରବାରୁ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହେବା ପରେ ସେଠାକାର ଅଞ୍ଚଳବାସୀ ଭୟଭିତ । ଗତକିଛି ଦିନ ତଳେ ଜର, କାଶ ଓ ମୁଣ୍ଡବିନ୍ଧା ହେଉଥିବା ୨୬ ଛାତ୍ରୀ ସୋର ଡାକ୍ତରଖାନରେ ଚିକିତ୍ସିତ ହେଇଥିଲେ । ସେମାନଙ୍କ ରକ୍ତ ନମୁନା କଟକ ପଠାଯାଇଥିଲା ।

ଆକ୍ରାନ୍ତଙ୍କ ରକ୍ତ ନମୁନା ରିପୋର୍ଟ ଆସିବାରୁ ୫ ଛାତ୍ରୀଙ୍କୁ ସୋର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୨୨ ଛାତ୍ରୀ ଏବେବି ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଗତ ଦୁଇଦିନ ଧରି ତନାଘନା କରିବା ସହ ରୋଷେଇ ଘର ସିଲ୍ କରି ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଫରେନ୍ସିକ ଲେବ୍ରୋଟରିକୁ ପଠାଯାଇଛି । ୨ ଶହରୁ ଉର୍ଦ୍ଧ ଅନ୍ତେବାସୀ ରହୁଥିବା ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ କେଉଁ କାରଣରୁ ଛାତ୍ରୀମାନେ ଆକ୍ରାନ୍ତ ହେଲେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା