ମହିଳାଙ୍କୁ ହତ୍ୟା, ସ୍ୱାମୀ ଅଟକ

ଦଶରଥପୁର(ବଡ଼ ଖବର ବ୍ୟୁରୋ): ଧାରୁଆ ଅସ୍ତ୍ର ରେ ମହିଳାଙ୍କୁ ହାଣୀ ହତ୍ୟା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ର ହେମନ୍ତ ପୁର ଗ୍ରାମରେ । ଏହି ଗ୍ରାମର ରନ୍ଥା ଜେନାଙ୍କ ପତ୍ନୀ ରେଣୁକା ଜେନାଙ୍କୁ ହତ୍ୟା କରାଯାଇଛି । ବୈତରଣୀ ନଦୀ ବନ୍ଧ ନିକଟରେ ରେଣୁକା ଙ୍କର ମୃତ ଦେହ ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ପଡିରହିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କ ସ୍ୱାମୀ ଏବଂ ସ୍ଥାନୀୟ ଲୋକେ ଖବର ପାଇଁ ଘଟଣା ସ୍ଥଳ ରେ ପହଂଚିଥିଲେ, ମଙ୍ଗଳପୁର ପୋଲିସ ଖବର ପାଇ ପହଂଚି ମୃତ ଦେହ କୁ ଜବତ କରିବା ସହ ଘଟଣା ସ୍ଥଳ ରେ ପଡିରହିଥିବା ପନିକି କୁ ଜବତ କରିବା ସହ ସ୍ୱାମୀ କୁ ଥାନା ରେ ଅଟକ ରଖିଛି,ରେଣୁକା ଙ୍କୁ ହତ୍ୟା ପଛରେ କାରଣ କଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ, ମୃତ ରେଣୁକା ର ସ୍ୱାମୀ ଗ୍ରାମ ନିକଟରେ ଥିବା ଏକ ଫାର୍ମ ହାଉସ ରେ କାମ କରନ୍ତି । ତେବେ ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ