Masthead

କ୍ରାଇମବ୍ରାଞ୍ଚର ରେକର୍ଡ ଖରାପ: ନରସିଂହ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହାଇକୋର୍ଟ ଦ୍ୱାରା ଗଠିତ ଏସଆଇଟି ଏବଂ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ନବ ଦାସ ହତ୍ୟା ମାଲାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରୁଛି । ଲୋକେ ଜାଣି ପାରିବେ କ’ଣ ହେଉଛି । ଲୋକଙ୍କର ତଦନ୍ତରେ ଯଦି ବିଶ୍ୱାସ ନାହିଁ, ସେହି ତଦନ୍ତର ମାନେ କ’ଣ? କ୍ରାଇମବ୍ରାଞ୍ଚ ରେକର୍ଡ ଖରାପ । ସିବିଆଇ ଯେତେ କେସ ନେଇଛି କ’ଣ କରିଛି । ତାଙ୍କର କିମ୍ବା କଂଗ୍ରେସର ସିବିଆଇ ଉପରେ ବିଶ୍ୱାସ ନାହିଁ ବୋଲି ନରସିଂହ କହିଛନ୍ତି । ଗୋପାଳକୁ ପାଗଳ ବୋଲି ସାବ୍ୟସ୍ତ କରିବା ପାଇଁ ସରକାର ବ୍ୟସ୍ତ ।

ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ଗଲା କୁଆଡେ ? ସିଜ ହୋଇଥିବା ବନ୍ଧୁକ ବିଜେଡି କର୍ମୀଙ୍କ ହାତରୁ ଅଣାଗଲା। ତେବେ ଫିଙ୍ଗର ପ୍ରିଣ୍ଟ ମିଶିଲା କେମିତି? ମୁଖ୍ୟମନ୍ତ୍ରୀଙ୍କ ବିବୃତି ଗୃହକୁ ବାଟବଣା କରୁଛି ବୋଲି ନରସିଂହ କହିଛନ୍ତି । ବିଧାନସଭାରେ ଏଭଳି କହି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼