Masthead

‘ନାଟକ କରିବାକୁ ଲୋକଙ୍କ ପାଖକୁ ଯିବେ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ବଜେଟକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । କହିଛନ୍ତି ସରକାର ବଜେଟ ମାଧ୍ୟମରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି । ବସ୍ତାନୀ ବଡ଼ ପାଠ କମ । ଦରମା ପେନସନ ୯୪କୋଟି ।ରୋଜଗାର ୧ଲକ୍ଷ ୫ହଜାର କୋଟି । ଲୋନ ୪୫୫୦୦କୋଟି । କେନ୍ଦ୍ର ଅନୁଦାନ ୭୯ ହଜର କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ଅଂଶଧାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରାଜ୍ୟ ବଜେଟ । କୃଷକ ପାଇଁ ବଜେଟ କରାଯାଇଛି । କିନ୍ତୁ ବାସ୍ତବତା କହୁଛି, ଅର୍ଥ ଖର୍ଚ୍ଚ ହୋଇପାରୁନି । ଦିନରେ ମିଛ କହୁଛନ୍ତି ସରକାର । ରାଜ୍ୟ ବଜେଟରେ କେନ୍ଦ୍ରୀୟ ବଜେଟର ଛାପ ରହିଛି ।

ରାଜ୍ୟ ସରକାର ଯେଉଁ ନୂଆ ଯୋଜନା ଆଣିଛନ୍ତି, ବଜେଟରେ ତାହା କେନ୍ଦ୍ର ସରକାରଙ୍କ ଯୋଜନାର ହଡ଼ପ । ସମ୍ପୂର୍ଣ୍ଣ କପିପେଷ୍ଟ କରାଯାଇଛି । ଶୀତଳ ଭଣ୍ଡାର ପାଇଁ କୌଣସି ବ୍ୟବସ୍ଥା ନାହିଁ । ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ୨୦ କୋଟି, ସମୁଦ୍ରକୁ ଶଙ୍ଖେ ଭଳି । ବର୍ତ୍ତମାନ ସୁଦ୍ଧା ଇଟା ଖଣ୍ଡେ ବି ପଡିପାରିଲନି । ଓଡ଼ିଶାବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ବଜେଟରେ କିଛିନାହିଁ । କେବଳ ନାଟକ କରିବା ପାଇଁ ଲୋକଙ୍କ ପାଖକୁ ଯିବେ ବିଜେଡି ନେତା ଓ ମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା