Masthead

ପୂଜାରେ କଲବଲ କର୍ମଚାରୀ

ମାଲକାନଗିରି, ( ବଡ଼ ଖବର ବ୍ୟୁରୋ): ପାର୍ବଣରେ ବନ୍ଦ ହେଲା ବାବୁଙ୍କ ଦରମା । ମାଲକାନଗିରି ଜିଲ୍ଲାର ୪ ବିଡିଓଙ୍କ ସମେତ ଜଣେ ନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ କରିଛନ୍ତି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ । ଜିଲ୍ଲାର ସମସ୍ତ ଭୋଟର ମାନଙ୍କ ଥିବା ଲଜିକାଲ ଏରର ସଂଶୋଧନ, ଡବଲ ଏଣ୍ଟ୍ରି, ଡିଏସଇ ଇତ୍ୟାଦି କାର୍ଯ୍ୟ କରିବା ଜିଲ୍ଲାର ୪ବ୍ଲକ ମାଲକାନଗିରି, ଚିତ୍ରୋକଣ୍ଡା, କାଲିମେଳା, କେରେକଣ୍ଡା ସମେତ ମାଲକାନଗିରି ମୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୃକ୍ତ ଅଧିକାରୀ ମାନେ ଏହି ସାବୁ କାମ କରିବାରେ ଅକ୍ଷମ ହେବାରୁ ଆଜି ସେମାନଙ୍କ ଦରମା କାଟିଛନ୍ତି ଉପଜିଲ୍ଲାପାଳ । ପରବର୍ତ୍ତି ନିର୍ଦ୍ଦେଶ ନଆସିବା ଯାଏଁ ଏମାନଙ୍କୁ ଚଳିତ ମାସର ଦରମା ପ୍ରଦାନ ନକରିବା ପାଇଁ ଜିଲ୍ଲା ଟ୍ରେଜେରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା