Masthead

ତଦନ୍ତ ବିଭିନ୍ନ ଦିଗରେ ଚାଲିଛି, ସମୟ ଲାଗିବ: ଭାଗୀରଥି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ବିରୋଧୀ ଅଭିଯୋଗ କରିବେ, ତାଙ୍କ କର୍ମ ସେ କରିବେ। ନବ ଦାସଙ୍କ ହତ୍ୟା କ୍ରାଇମବ୍ରାଞ୍ଚକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ଠିକ୍ ଭାବରେ ଇନକ୍ୱାରି କରୁଛନ୍ତି । ତଦନ୍ତ ସରିବା ପରେ ଫଳାଫଳ ଯାହା ବାହାରିବ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖି ଏଫବିଆଇ ର ସହାୟତା ଲୋଡିଛନ୍ତି।

ସେ ବିଶ୍ଵର ବଡ ତଦନ୍ତକାରି ସଂସ୍ଥା। ଆମ ପୋଲିସର ଏ ବାବଦରେ ଦକ୍ଷତା ଅଛି ନିର୍ଣ୍ଣାୟକରେ ମଧ୍ୟ ପହଞ୍ଚି ପାରିବେ। ତେଣୁ ତଦନ୍ତ ବିଭିନ୍ନ ଦିଗରେ କରୁଛନ୍ତି ସମୟ ଲାଗିବ। ଯେଉଁ ସବୁ ନା ନେଉଛନ୍ତି ଏମାନେ ତାଙ୍କୁ ଡରୁଛନ୍ତି। ସୁଶାନ୍ତ ସିଂ ଏ ବାବଦରେ କାହିଁକି ତାଙ୍କ ସଂପୃକ୍ତି ରହିବ। ସେ ଜଣେ ବହୁତ ଭଲ ଅମାଇକ ଲୋକ । ସେ ଏ ସବୁ କରିବେନି । ବିରୋଧୀ ଅନ୍ଧାରରେ ବାଡି ବୁଲାଉଛନ୍ତି। ବବି, ପାଣ୍ଡିଆନ ସାରଙ୍କ ଭଳି ବିଭିନ୍ନ ନା ଉଠାଉଛନ୍ତି। ଏମାନେ କଣ ସମସ୍ତେ ସଂପୃକ୍ତ।

କିଛି ନୁହେଁ, ସେ ହତ୍ୟାକାରି ଜଣେ ମାନସିକ ରୋଗୀ ବୋଲି ଏକ ପ୍ରକାର ଜଣାପଡ଼ୁଛି। ସାମ୍ରାଜ୍ୟ ପାଇଁ କୌଣସି ମର୍ଡର ନୁହେଁ ଯେହେତୁ ଏମାନେ ବିରୋଧୀ ଏବେ ରାଜ୍ୟରେ ବିଜେଡି ସରକାର ଭାବ ନିର୍ମଳର ସରକାର ଚାଲିଛି ତେଣୁ ଏଭଳି ଅଭିଯୋଗ କରୁଛନ୍ତି। ଅତୀତରେ ବିଭିନ୍ନ ମନ୍ତ୍ରୀଙ୍କ ନାମ ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ହତ୍ୟାରେ ସମ୍ପୃକ୍ତି କଥା କହୁଥିଲେ । ଏସବୁ ମିଥ୍ୟା କଥା । ବିରୋଧୀ ଅନ୍ଧାରରେ ବାଡି ବୁଲାଉଛନ୍ତି । ଏହା ସବୁ ଡାହା ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା