Masthead

ମହଙ୍ଗା ପଡିଲା ମନ୍ଦିରରେ କୁକୁର ବୁଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ମହଙ୍ଗା ପଡିଛି ମନ୍ଦିରରେ କୁକୁର ବୁଲେଇବା । ଭୁବନେଶ୍ୱର ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ଜଣେ ବ୍ୟକ୍ତି କୁକୁର ଧରି ବୁଲୁଥିଲେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ଏଭଳି ପରିବେଶକୁ ନେଇ ଅନେକ ବିଚଳିତ ହୋଇଥିଲେ । ଏନେଇ ‘ବଡ଼ ଖବର’ରେ ଖବର ପ୍ରକାଶିତ ହୋଇଥିଲା । ଘଟଣାରେ ଆକ୍ସନକୁ ଆସିଛି କମିଶନରେଟ ପୋଲିସ୍ । ମନ୍ଦିରରେ କୁକୁର ଧରିଥିବା ସେ ବ୍ୟକ୍ତି ଜଣକ ତେଫାନ ସାମନ୍ତରାୟ ବୋଲି ଜଣାପଡିଛି । ପୋଲିସ୍ ତାଙ୍କ ବିରୋଧରେ ଓୟୁପି ଆକ୍ଟରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ସହ ପୋଷା କୁକୁରଙ୍କୁ ବୁଲାଇବା ବେଳେ ଦାୟିତ୍ୱବାନ ହେବାକୁ କମିଶନରେଟ ପୋଲିସ୍ ପରାମର୍ଶ ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ