Masthead

ଖଣି ପଇସାରେ ଏ ସରାକର ଚାଲିଛି : ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଉଠାଇଲେ ସମାନ ପ୍ରସଙ୍ଗ । ଗୋଟିଏ ସଚିବ ନଗର ଉନ୍ନୟନ ବିଭାଗରେ ୯ ବର୍ଷ ରହିଲେଣି । ସେ କେବେ ବିଧାୟକମାନଙ୍କ ଫୋନ ଉଠାନ୍ତି ନାହିଁ । ସେ ବହୁତ ଆରୋଗାଣ୍ଟ । ବୁକ ସରକୁଲାର ୪୭କୁ ମାନୁ ନାହାନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯିଏ ଶ୍ରୀମନ୍ଦିର ପ୍ରଶାସନରେ ରହିବ ସେ କୌଣସି କାମରେ ରହିବନି ।

କିନ୍ତୁ ତାହା ବି ପାଳନ ହେଉନି । କେନ୍ଦୁଝର ଜିଲ୍ଲାପାଳଙ୍କ କଥା ନ କହିବା ହିଁ ଭଲ । ଖଣି ଅଛି ପଇସା ଅଛି । ତେଣୁ ତାଙ୍କୁ ବଦଳି କରାଯିବ ନାହିଁ । କାହିଁକି ନାଁ ଖଣି ପଇସାରେ ଏ ସରକାର ଚାଲିଛି । କୋଇଡା ବିଡ଼ିଓ ତିନିବର୍ଷ ହେବ ଗୋଟିଏ ସ୍ଥାନରେ ରହିଛନ୍ତି । ଘରେ ଅଫିସ ଚଳାଉଛନ୍ତି । ୨୦ ରୁ ୨୨ ପ୍ରତିଶତ ପିସି କାରବାର ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ