Masthead

ଶହେ ଦିନରେ ଦୁଇଶହ ମିଲିୟନ କୋଭିଡ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶହେ ଦିନରେ ଦୁଇ ଶହ ମିଲିୟନ ଲୋକଙ୍କୁ ଆମେରିକା ଦେବ କୋଭିଡ ଟିକା । ଏଭଳି ଲକ୍ଷ୍ୟ ରଖିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପ୍ରଶାସନର ପ୍ରଥମ ୧୦୦ ଦିନରେ ୨୦୦ ମିଲିୟନ କୋଭିଡ ଟିକାକରଣ ଲକ୍ଷ୍ୟ ହାସଲ କରିଛନ୍ତି।

୪୨ ଦିନ ପୂର୍ବରୁ ଲକ୍ଷ୍ୟ ହାସଲ କରିସାରିଛନ୍ତି। ଡିସେମ୍ବର ୮ ରେ ପ୍ରଥମ ୧୦୦ ଦିନରେ ୧୦୦ ମିଲିୟନ୍ ଲୋକଙ୍କୁ ଟିକା ଦିଆଯିବ ବୋଲି ବାଇଡେନ୍ ଆଶା କରିଥିଲେ । ଗତ ସପ୍ତାହରେ ୫୮, ୪୨ ଦିନରେ ଲକ୍ଷ୍ୟ ପୂରଣ ହୋଇଛି । ଏବେ ବାଇଡେନ୍ ଦ୍ୱିତୀୟ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଚଳାଇଛନ୍ତି । ୧୦୦ ଦିନରେ ୨୦୦ ନିୟୁତ ଟିକା । ବାଇଡେନ୍ କହିଛନ୍ତି ଦୁନିଆର ଅନ୍ୟ କୌଣସି ଦେଶ ଏପରିକି ଟାର୍ଗେଟ୍ ନେଇ କାମ କରୁ ନାହାନ୍ତି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ