Masthead

ଗାଁ ପାଖରେ ଦିଶିଲା ବାଘ, ଭୟଭୀତ ଗ୍ରାମବାସୀ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ପୁଣି ନୂଆପଡ଼ାରେ ଦିଶିଲା ବାଘ । ମୋବାଇଲ କ୍ୟାମେରାରେ କଏଦ ହେଲା ବାଘର ଭିଡିଓ । ନୂଆପଡା ରେଞ୍ଜ ଧରମବନ୍ଧା ସେକ୍ସନର ସିଲାରିବାହାରା ଗାଁରେ ବାଘ ଦେଖିବାକୁ ମିଳିଛି। ଗାଁ ଲୋକେ ଆଜି ସକାଳୁ ଗାଁ ନିକଟରେ ବାଘ ବୁଲୁଥିବା ଦେଖିଛନ୍ତି। ଲୋକେ ବାଘର ଭିଡିଓ ମଧ୍ୟ ନେଇଛନ୍ତି।

କିଛିଦିନ ହେଲା ନୂଆପଡ଼ାରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ପ୍ରଥମ ଥର ପାଇଁ ଲୋକଙ୍କ ମୋବାଇଲରେ ବାଘର ଭିଡିଓ କଏଦ ହୋଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳୁ ସକାଳୁ ଲୋକେ ଘରୁ ବାହାରିବା ବେଳେ ବାଘ ଗୋଟିଏ ଗଛ ତଳେ ବସିଥିବା ଦେଖିବାକୁ ପାଇଥିଲେ। ପାଖାପାଖି ଆହୁରି ବାଘ ଥାଇପାରନ୍ତି ବୋଲି ଲୋକେ ସନ୍ଦେହ କରିଛନ୍ତି। ଲୋକେ ଭୟଭୀତ ଅଵସ୍ଥାରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ