Masthead

ଚାକିରି କରାଇଦେବା ନାଁରେ ଲୁଟିନେଲେ କୋଟି କୋଟି ଟଙ୍କା

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ଚାକିରି କରାଇଦେବା ନାଁରେ ଲୁଟିନେଲେ କୋଟି କୋଟି ଟଙ୍କା । ବ୍ରହ୍ମଗିରି ଥାନାରେ ଏତଲା ଦେଲେ ୧୦ ଯୁବକ ଯୁବତୀ। ପୁରୀ ଜଗନ୍ନାଥ ମେଡିକାଲ କଲେଜରେ ଚାକିରି କରାଇଦେବା ନାଁରେ ଲୁଟୁଥିଲେ ଟଙ୍କା । ବ୍ରହ୍ମଗିରିର ୧୦ରୁ ଉଦ୍ଧ୍ୱର୍ ଯୁବକ ଯୁବତୀଙ୍କ ଠାରୁ ଦଲାଲ ଲୁଟୁଥିଲେ କୋଟି କୋଟି ଟଙ୍କା । ଲୁଟର ପ୍ରୋସେଶ ଥିଲା ସମ୍ପୁର୍ଣ୍ଣ ଭିନ୍ନ । ପ୍ରଥମେ ପ୍ରଲୋଭନ ଦେଖାଇ ଅଳ୍ପ କିଛି ଟଙ୍କା ନେଉଥିଲେ।

ପରେ ଜାଲ୍ ନିଯୁକ୍ତିପତ୍ର ଦେଇ ହାତେଉଥିଲେ ଲକ୍ଷାଧିକ ଟଙ୍କା। ହଜାର କି ଦୁଇ ହଜାର ନୁହେଁ । କୋଟି କୋଟି ଟଙ୍କା ନେଇ ଅଏସ କରୁଥିଲେ ଦଲାଲ। ବ୍ରହ୍ମଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ୧୦ରୁ ଅଧିକ ଯୁବକ ଯୁବତୀ । ଏତଲା ଦେବାପରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ।ଲୁଟେରାଙ୍କ ଟାର୍ଗେଟରେ ଶିକ୍ଷିତ ଯୁବକ ଯୁବତୀ । ଭୁବନେଶ୍ୱରରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ଲୁଟେରାଙ୍କ ଚେର ଲମ୍ବିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ