Masthead

ପୁଣି ବ୍ଲାକ ସିରେ ଆମେରିକାର ଡ୍ରୋନ ସର୍ଭେଲାନ୍ସ ମିଶନ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ପୁଣି ଋଷ-ଆମେରିକା ମଧ୍ୟରେ ହେବ ଟକ୍କର । ବ୍ଲାକ ସିରେ ଡ୍ରୋନ ସର୍ଭେଲାନ୍ସ ମିଶନ ଆରମ୍ଭ କଲା ଆମେରିକା । ଋଷିଆ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି । ଆମେରିକା ବ୍ଲାକ ସି ଉପରେ ପୁଣି ଥରେ ସର୍ଭେଲାନ୍ସ ଡ୍ରୋନ ଉଡାଇବା ଆରମ୍ଭ କରିଛି । ସୂଚନା ଅନୁସାରେ, ମଙ୍ଗଳବାର ଆମେରିକାର ଡ୍ରୋନକୁ ରୁଷିଆର ଏକ ଯୁଦ୍ଧ ଜେଟ ଖସାଇ ଦେଇଛି ।

ଏହାପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି । ଏବେ ଉତ୍ତେଜନାକୁ ଆହୁରି ବଢାଇଦେଇଛି ଆମେରିକାର ପୁଣି ଡ୍ରୋନ ସର୍ଭେଲାନ୍ସ । ଆମେରିକା ଅଧିକାରୀ କହିଛନ୍ତି, ଏକ ଆରକ୍ୟୁ-୪ ଗ୍ଲୋବାଲ ହକ ଏହି ଅଞ୍ଚଳରେ ଏକ ମିଶନ ପାଇଁ ଉଡାଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି