Masthead

ମୋ ଆତ୍ମସମ୍ମାନକୁ ଉଦ୍ଧବ ଆଘାତ ଦେଇଛନ୍ତି: ସିନ୍ଦେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରତ୍ନଗିରି ଜିଲ୍ଲାର ଏକ ରାଲିରେ ସମ୍ବୋଧିତ କରି ସିନ୍ଦେ ନିଜକୁ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି । ସିନ୍ଦେ କହିଛନ୍ତି ଯେ ଉଦ୍ଧବ ନିଜ ଦଳୀୟ ନେତାଙ୍କ ରାଜନୈତିକ କ୍ୟାରିଅରକୁ ନଷ୍ଟ କରିବା ପାଇଁ ଅନ୍ୟ ରାଜନୈତିକ ଦଳ ସହ ଷଡଯନ୍ତ୍ର କରୁଥିବା ଏଭଳି ନେତାଙ୍କୁ କେବେ ଦେଖି ନ ଥିଲେ। ବହୁ ପୂର୍ବରୁ ଶିବସେନା ଛାଡିଥିବା ରାଜ ଠାକରେ ଏବଂ ନାରାୟଣ ରାଣେଙ୍କ ସମେତ ସିନ୍ଦେ ଅନ୍ୟ ନେତାଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। ଏଭଳି ପରିସ୍ଥିତିରେ ଦଳ କିପରି ଆଗକୁ ବଢ଼ିବ? ଆମକୁ ଦେଶଦ୍ରୋହୀ ବୋଲି କହିବାର ଉଦ୍ଧବଙ୍କର କୌଣସି ଅଧିକାର ନାହିଁ।

ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି। ମୋର ଆତ୍ମସମ୍ମାନକୁ ଉଦ୍ଧବ ଆଘାତ ଦେଇଥିବା ସିନ୍ଦେ ଅଭିଯୋଗ କରିଛନ୍ତି। ମୁଁ ସେଭଳି ମୁଖ୍ୟମନ୍ତ୍ରୀ ନୁହେଁ, ଯିଏ ଘରେ ବସି ଆଦେଶ ଦିଅନ୍ତି । ବରଂ ମୁଁ ସଙ୍କଟ ସମୟରେ କ୍ଷେତ୍ରକୁ ଯିବାରେ ବିଶ୍ୱାସ କରେ। ମୁଁ ଦୁଇଥର କରୋନାରେ ସଂକ୍ରମିତ ହୋଇଥିଲି। ମୁଁ ସବୁବେଳେ କ୍ଷେତ୍ରରେ କାମ କରୁଥିଲି । କିନ୍ତୁ ଉଦ୍ଧବ ମୋତେ ଜଣେ ଠକ ବୋଲି କହିଛନ୍ତି। ଏହା ମତେ ମାନସିକସ୍ତରରେ ଆଘାତ ଦେଇଥିବା ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା