Masthead

ଗୋପାଳ ଛୁଟିକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ମତ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋପାଳ ଛୁଟିକୁ ନେଇ ସରକାରଙ୍କ ଗୋଳମାଳିଆ ତଥ୍ୟ । ମନ୍ତ୍ରୀଙ୍କ ଉତ୍ତରରେ ରହୁନି ତାଳ ମେଳ । ଗୋପାଳ ଦାସର ଛୁଟିକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଦୁଇଟି ଭିନ୍ନ ଭିନ୍ନ ଉତ୍ତରକୁ ନେଇ ବଢିଲା ଦ୍ୱନ୍ଦ୍ୱ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଲିଖିତ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ୨୦୧୫ରେ ଗୋପାଳ ଏମକେସିଜିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସା ହେଉଥିଲେ। ୧୧୯ ଦିନ ପାଇଁ କାମରୁ ଛୁଟିରେ ଥିଲେ ଗୋପାଳ ଦାସ । ଫିଟନେସ୍ ସାର୍ଟିଫିକେଟ୍ ଦେଖାଇ କାର୍ୟ୍ୟରେ ଦେଇଥିଲେ ଯୋଗ ।

କିନ୍ତୁ ନରସିଂହ ମିଶ୍ରଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଥିବା ଉତ୍ତର ସମ୍ପୂର୍ଣ୍ଣ ଭିନ୍ନ । ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୫ ରେ ନିଜ ଅସୁସ୍ଥତା ପାଇଁ କୈାଣସି ଛୁଟି ନେଇନାହାନ୍ତି ଗୋପାଳ। କେବଳ ୨୦୧୫ ନୁହେଁ ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଶାରିରୀକ ଅସୁସ୍ଥତା ପାଇଁ କୈାଣସି ଛୁଟି ନେଇନଥିଲେ ଗୋପାଳ। କିନ୍ତୁ ୨୦୧୪-୨୦୧୫ ମଧ୍ୟରେ ଗୋପାଳ ବିନା ଅନୁମତିରେ ଛୁଟିରେ ରହି ପରବର୍ତ୍ତୀ ସମୟରେ ମାନସିକ ରୋଗ ଚିକିତ୍ସା ହେଉଥିବା ଦର୍ଶାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ