Masthead

ଭିମଦା ପିଇଓଙ୍କୁ ମାରଣାନ୍ତକ ଆକ୍ରମଣ, ଛଡେଇ ନେଲେ ଭତ୍ତା ଟଙ୍କା

ବଡ଼ସାହି (ବଡ଼ ଖବର ବ୍ୟୁରୋ): ବଡସାହି ବ୍ଲକ ଭିମାଦା ପଞ୍ଚାୟତ  ପିଇଓଙ୍କୁ ଆକ୍ରମଣ କରି  ଦୁର୍ବୃତ୍ତ  ଲୁଟିନେଲେ ୨୦ ହଜାର ଭତ୍ତା ଟଙ୍କା। ଏପରି କିଛି ଘଟଣା ଦେଖିବାକୁ ମିଳିଛି ବଡ଼ ସାହି ବ୍ଲକ ଭୀମଦା ପଞ୍ଚାୟତ କାର୍ୟ୍ୟାଳୟରେ।  ଅଭିଯୋଗ ଅନୁସାରେ  ଭିମଦା ପଞ୍ଚାୟତର ପିଇଓ ମହେଶ୍ୱର ଦାସ କାର୍ଯ୍ୟାଳୟରୁ ଘରକୁ ଫେରୁ ଥିବାବେଳେ, ଜଣେ ମହିଳାଙ୍କ  ସମେତ କିଛି ଦୁର୍ବୃତ୍ତ  କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

କିଛି କାର୍ଯ୍ୟର ବିଲ ହୋଇ ନପାରିବାକୁ ନେଇ ପିଇଓ ଶ୍ରୀ ଦାସକୁ ଆକ୍ରମଣ କରିବା ସହ ଭତ୍ତା ବାବଦକୁ ଥିବା ୨୦ହଜାର ଟଙ୍କା ଛଡେଇ ନେଇଥିଲେ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ଶ୍ରୀ ଦାସ। ପରେ ପରେ ଶ୍ରୀ ଦାସକୁ ଗୁରୁତ୍ତର ଅବସ୍ଥାରେ ବଡ଼ସାହି  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ବଡ଼ ସାହି ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି