Masthead

ସିଏମ କୁହା ହୋଇଥିଲେ ନିଶ୍ଚିତ ବଡ଼ ଅପରାଧ ହୋଇ ଯାଇଥାନ୍ତା: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାୟକମାନଙ୍କର ସ୍ଵତନ୍ତ୍ର ମର୍ଯ୍ୟାଦା ରହିଛି। ତା’ ସହିତ ନାଁ ଆଗରେ ମାନ୍ୟବର କୁହାଯାଉଛି। ଯେ କୌଣସି ଦଳର ବିଧାୟକ ହେଉ ନା କାହିଁକି, ନିଜର ମର୍ଯ୍ୟାଦା ରଖିବା ଦରକାର। ଦଳମତ ନିର୍ବିଶେଷରେ କୌଣସି ବିଧାୟକ କାହାକୁ ଚାକର କି କ୍ରୀତଦାସ କହିବା ବିଧାୟକମାନଙ୍କ ମର୍ଯ୍ୟାଦା ହନୀ ହେଉଛି। ତେଣୁଏଭଳି ଶବ୍ଦ କହିବା ଉଚିତ୍ ନୁହେଁ। ଜଣେ ବିଧାୟକ ନବରଙ୍ଗପୁର ଗସ୍ତରେ ଏମିତି କହିଛନ୍ତି । ତାକୁ ଆମେ ନିନ୍ଦା କରୁଛୁ। ସିଏମଓ ଅର୍ଥ ହେଲା ସିଏମଓ ଅଫିସ । ମାନେ ଅଫିସ୍ କଥା କୁହାଯାଇଛି । ସେଇଟା କିଛି କଥା ନୁହଁ । ସିଏମ କୁହା ହୋଇଥିଲେ ନିଶ୍ଚିତ ବଡ଼ ଅପରାଧ ହୋଇ ଯାଇଥାନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ