Masthead

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି । ଭାଜପାର ଯୋଜନା ରହିଛି ସାରା ବିଶ୍ୱରେ ଏହାର ପ୍ରଚାର କରାଯିବ । ତାଙ୍କ କାର୍ଯ୍ୟକ୍ରମର ପ୍ରସାରଣ ସାରା ବିଶ୍ୱରେ କରାଯିବାକୁ ପ୍ରସ୍ତୁତି କରାଯାଉଛି ।

ବିଶ୍ୱର ପ୍ରାୟ ସମସ୍ତ ଦେଶ ତାଙ୍କ କାର୍ୟ୍ୟକ୍ରମର ପ୍ରଶଂସା କରୁଛନ୍ତି । ଲୋକେ ମୋଦିଙ୍କ କଥା ଶୁଣିବାକୁ ଚାହୁଁଛନ୍ତି । ତେଣୁ ତାଙ୍କର କାର୍ଯ୍ୟକ୍ରମକୁ ଆମେ ଅଧିକରୁ ଅଧିକ ଦେଶରେ ପ୍ରସାରଣ କରିବାକୁ ଚାହୁଁଛୁ ବୋଲି ବିଜେପି କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା