Masthead

ଦନ୍ତାକୁ ଗୁଳି କରି କାଟିନେଲେ ଦାନ୍ତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କୁଲଡିହା ବନଖଣ୍ଡରେ ହାତୀ ଅସୁରକ୍ଷିତ । ଦାନ୍ତ ପାଇଁ ହାତୀକୁ ଗୁଳି କରି ଶିକାର । ହାତୀର ସୁରକ୍ଷା କ୍ଷେତ୍ରରେ ଫେଲ ମାରିଛି ବାଲେଶ୍ଵର ଜିଲ୍ଲା ବନବିଭାଗ । ଶିକାରୀଙ୍କ ଟେର୍ ପାଉନି ବନ କର୍ମଚାରୀ । ବର୍ଷକ ଭିତରେ ୬ଟି ହାତୀର ଜୀବନ ଯାଇଥିବାବେଳେ ଏବେ ପୁଣି ଏକ ଦନ୍ତାକୁ ଗୁଳିକରି ଦାନ୍ତ କାଟିନେଇ ଥିବା ସୂଚନା । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟର କଳମାଚତୁରିରେ ହାତୀକୁ ଗୁଳିକରି ଦାନ୍ତ କାଟି ନେଇଯାଇଛନ୍ତି ଶିକାରୀ ।  ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ହାତୀ ଶିକାରକୁ ନେଇ ଜଙ୍ଗଲ ଭିତରେ ଶିକାରୀ ଓ ବନବିଭାଗ କର୍ମଚାରୀଙ୍କ ଚାଳିଛି କି ମଧୁଚନ୍ଦ୍ରିକା । ଯେଉଁଠି ବର୍ଷ ବର୍ଷ ଧରି ବନ କର୍ମଚାରୀଙ୍କ ଜଙ୍ଗଲ ଭିତରେ  ପାଦ ପଡୁନି ଯାହାର ଫାଇଦା ଉଠାଉଛନ୍ତି ଶିକାରୀ । ଜିଲ୍ଲା ବନବିଭାଗ ଅଧିକାରୀଙ୍କ ଖାମ୍ ଖିଆଲି ନୀତି ପାଇଁ ଗୋଟିଏ ପରେ ଗୋଟିଏ ହାତି ଶିକାର କରିବାରେ ସକ୍ରିୟ ହୋଇଛନ୍ତି ଶିକାରୀ । କୁଲଡିହା ଜଙ୍ଗଲ ଭିତରେ ହାତୀକୁ ଶିକାର କରାଯାଉଥିବା ଅଞ୍ଚଳ ଗୁଡ଼ିକୁ ବନବିଭାଗ କର୍ମଚାରୀ ମାନେ କେତେ ଥର ଫୁଡ୍ ପେଟ୍ରୋଲିଂ କରିଛନ୍ତି ଯାହା ଓଏଫଏମଏମ ଆପରେ ତଦନ୍ତ କଲେ ପୁରା ରହସ୍ୟ ସାମ୍ନାକୁ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ