Masthead

ଜଣେ ଭୁଲ କଲା ବୋଲି ସମସ୍ତଙ୍କୁ ଗାଳି ଦେବା କେତେଦୂର ଯୁକ୍ତିଯୁକ୍ତ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ରାହୁଲ ଝଡ଼ । ରାହୁଲ ଗାନ୍ଧିଙ୍କ ପ୍ରସଙ୍ଗକୁ ନେଇ ଉତ୍ତର ରଖିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । କହିଲେ ଆଇନର ଉଦ୍ଧ୍ୱର୍ରେ କେହି ନୁହେଁ । ଦୁଇ ବା ଦୁଇ ବର୍ଷରୁ ଅଧିକ ସଜ୍ଜା ହେଲା,ସେଥିପାଇଁ ସଭ୍ୟପଦ ଗଲା । ଏହି ଆଇନ ଦ୍ୱାରା ଆମର ବି ଅନେକ ନେତା, ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । କଂଗ୍ରେସ ଯଦି କହିବ ରାହୁଲ ଆଇନର ଉଦ୍ଧ୍ୱର୍ରେ ଆମର କିଛି କହିବାର ନାହିଁ । ଜଣେ ଭୁଲ କଲା ବୋଲି ସମସ୍ତଙ୍କୁ ଗାଳି ଦେବା, ପଛୁଆ ବର୍ଗକୁ ଗାଳି ଦେବା କେତେଦୂର ଯୁକ୍ତିଯୁକ୍ତ ।

ଗଣତନ୍ତ୍ର କଥା କହୁଛନ୍ତି ଏମର୍ଜେନ୍ସି ଲଗାଇ ସମସ୍ତଙ୍କୁ ଆରେଷ୍ଟ କରେଇଥିଲେ ଏହିମାନେ । ଏହା ଆଇନ ଅନୁସାରେ କାମ ହୋଇଛି । ଲୋକସଭା ସଚିବାଳୟ ଏହା କରିଛି । କଂଗ୍ରେସ ସରକାର ସମୟର ଏହି ଆଇନ । ମନମୋହନ ସିଂ ସରକାର ଏହି ଆଇନକୁ ସଂଶୋଧନ କରିବାକୁ ବିଲ ଆଣିଥିଲେ । ରାହୁଲ ଗାନ୍ଧୀ ଏହି ଅର୍ଡିନାନ୍ସକୁ ଚିରିଦେଲେ ଆଉ ଏବେ ସେଇଥିରେ ପଡିଛନ୍ତି । ଏବେ କହୁଛନ୍ତି ମୋଦି କଲେ ଗଣତନ୍ତ୍ରକୁ ହତ୍ୟା ହେଉଛି । ଲୋକେ ବିଚାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ