Masthead

ସିସିଟିଭିରେ ଦିଶିଲା ମଣିଷଖିଆ ବାଘର ଝଲକ

ନୂଆପଡ଼ା  (ବଡ଼ ଖବର ବ୍ୟୁରୋ):ସିସିଟିଭିରେ ଦିଶିଲା ମଣିଷଖିଆ ବାଘର ଝଲକ । ସୁନାବେଡା ଜଳମଡେଇ ଅଞ୍ଚଳରେ ବନ ବିଭାଗ ତରଫରୁ ଲଗା ଯାଇଥିବା ଟ୍ରାପ କ୍ୟାମେରାରେ ବାଘର ଫୁଟେଜ ସାମ୍ନାକୁ ଆସିଛି। ଗୋଟିଏ ମଣିଷ ଓ ତିନୋଟି ଗୃହ ପାଳିତ ପଶୁଙ୍କୁ ମାରି ଦେଇଥିବା କଲରାପତରିଆର ଚେହେରା କଏଦ ହୋଇଛି। ବାଘ ବି ଚତୁରତାର ସହ ଜାଗା ପରିବର୍ତ୍ତନ କରୁଥିବା ଜଣା ପଡୁଛି।

୨୯ ତାରିଖ ଭୋର ସମୟରେ ଟ୍ରାପ କ୍ୟାମେରାର ସମାନକୁ ଆସିଥିଲା ବାଘ। ଅଭୟ ଅରଣ୍ୟରେ ବେଧଡ଼କ ବୁଲୁଥିବା ବାଘ । ଏବେ ଗାଁ ମୁହାଁ ହୋଇ ଜୀବନ ନେଉଛି। ବନବିଭାଗ ତାର ଗତିବିଧିକୁ ନିରୀକ୍ଷଣ କରୁଛି। ତେବେ ବଡ଼ କଥା ହେଲା ସିସି ଟିଭିର ଫୁଟେଜରୁ ସ୍ପଷ୍ଟ ହେଉଛି ଏହା ମହାବଳ ବାଘ ନୁହେଁ ବରଂ କଲରାପତରିଆ ବାଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ