Masthead

ପାକିସ୍ତାନ ଯିବାକୁ ଅମ୍ରିତପାଲ ସିଂଙ୍କୁ ପରାମର୍ଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଳାତକ ଅମ୍ରିତପାଲ ସିଂଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ । ଏଭଳି କହିଛନ୍ତି ଶିରୋମଣି ଅକାଳି ଦଳର ଲୋକ ସଭା ଏମ୍‌ପି ସିମରଞ୍ଜିତ ସିଂ ମାନ । ଏକ ସାକ୍ଷାତକାରରେ ସେ କହିଛନ୍ତି, ଅମ୍ରିତପାଲ ଆତ୍ମସମର୍ପଣ କରିବା ଉଚିତ୍‌ ନୁହେଁ। ସେ ରବି ନଦୀ ପାର ହୋଇ ପାକିସ୍ତାନ ପଳାଇଯିବା ଉଚିତ୍‌। ନେପାଳ ଯିବା ପାଇଁ ଅମ୍ରିତପାଲଙ୍କ ଆବଶ୍ୟକତା କ’ଣ ବୋଲି କହିଥିଲେ। ସେ ପଡ଼ୋଶୀ ଦେଶକୁ ପଳାନ୍ତୁ। ତାଙ୍କ ଜୀବନ ବିପଦରେ। ଯଦି ସରକାର ଅତ୍ୟାଚାର କରୁଛନ୍ତି ତେବେ ଶିଖ ଇତିହାସ ଅନୁଯାୟୀ ଏହା ଯଥାର୍ଥ ଅଟେ। ମାର୍ଚ୍ଚ ୧୮ରେ ଅମ୍ରିତପାଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ଏକ ବଡ଼ ଅପରେସନ ଆରମ୍ଭ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା