Masthead

ମାର୍ଚ୍ଚରେ ବେକାରୀ ହାର ୭.୮% ବୃଦ୍ଧି ପାଇଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବୃଦ୍ଧି ପାଉଛି ବେକାରୀ ହାର । ମାର୍ଚ୍ଚରେ ବେକାରୀ ହାର ୭.୮% ବୃଦ୍ଧି ପାଇଛି । ଏହା ଗତ ୩ ମାସରେ ସର୍ବାଧିକ । ୨୦୨୨ରେ ଦେଶରେ ବେକାରୀ ହାର ୮.୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୭.୧୪ ପ୍ରତିଶତ ଜାନୁଆରୀରେ ଖସିଥିଲା । ଫେବୃଆରୀରେ ଏହା ପୁଣି ବୃଦ୍ଧି ପାଇଥିଲା । ଫେବୃଆରୀରେ ୭.୪୫ ପ୍ରତିଶତକୁ ବଢିଥିବା ବେଳେ ମାର୍ଚ୍ଚରେ ସହରାଞ୍ଚଳରେ ବେକାରୀ ହାର ୮.୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୭.୫ ପ୍ରତିଶତ ରହିଛି । ମାର୍ଚ୍ଚରେ ଭାରତର ଶ୍ରମ ବଜାରରେ ଶ୍ରମଶକ୍ତି ଯୋଗଦାନ ହାର ୪୫.୯ ପ୍ରତିଶତରୁ ୩୯.୮ ପ୍ରତିଶତକୁ ହ୍ରାସ ପାଇଥିଲା ।

ଫଳରେ ନିଯୁକ୍ତି ହାର ଫେବୃଆରୀରେ ୩୬.୯ ପ୍ରତିଶତ ମାର୍ଚ୍ଚରେ ୩୬.୭ପ୍ରତିଶତକୁ ଖସିଛି । ଦେଶରେ ୪୦.୯୯ କୋଟିରୁ ୪୦.୭୬ କୋଟିକୁ ହ୍ରାସ ପାଇଛି । ହରିୟାଣାରେ ବେକାରୀ ହାର ସର୍ବାଧିକ । ଏହା ତଳକୁ ରହିଛି ରାଜସ୍ତାନ, ତାପରେ ଜାମ୍ମୁ କାଶ୍ମୀର, ସିକିମ, ବିହାର, ଝାରଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ଼, ପୁଡୁଚେରୀ, ଗୁଜରାଟ, କର୍ଣ୍ଣାଟକ, ମେଘାଳୟ ଓ ଓଡ଼ିଶା । ହରିୟାଣାରେ ବେକାରୀ ହାର ୨୬.୮ ପ୍ରତିଶତ, ରାଜସ୍ତାନରେ ୨୬.୪ ପ୍ରତିଶତ, ଜାମ୍ମୁ-କାଶ୍ମୀର ୨୩.୧, ଝାଡଖଣ୍ଡ ୧୭.୫, ଉତ୍ତରାଖଣ୍ଡ ୦.୮, ଛତିଶଗଡ଼ ୦.୮, ପୁଡୁଚେରୀ ୧.୫, ଗୁଜରାଟ ୧.୮ । କର୍ଣ୍ଣାଟକ ୨.୩, ମେଘାଳୟ ୨.୬, ଓ ଓଡ଼ିଶାରେ ବେଲାରୀ ହାର ୨.୬ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼