Masthead

ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବସେଇ ସମାଧାନ କରନ୍ତୁ କେନ୍ଦ୍ର ସରକାର: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଟିଆକୁ ଧର୍ମେନ୍ଦ୍ରଙ୍କ ଗସ୍ତକୁ କଡ଼ା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧର୍ମେନ୍ଦ୍ରବାବୁ ରାଜନୀତି କରିବାକୁ କୋଟିଆ ଯାଇଥିଲେ ସେ କେନ୍ଦ୍ରମନ୍ତ୍ରୀ ହିସାବରେ ଯାଇ ନଥିଲେ। ମୁଁ ତାଙ୍କୁ ଅନୁରୋଧ କରିବି ସେ କେନ୍ଦ୍ରମନ୍ତ୍ରୀ ହିସାବରେ ହସ୍ତକ୍ଷେପ କରନ୍ତୁ। ମନ୍ତ୍ରୀ ନିଜେ ଯିବେ ଦଳୀୟ କାର୍ୟ୍ୟକ୍ରମରେ ଗୋ ବ୍ୟାକ ବୋଲି କହିବେ। ସେମିତି ତ ଆଗରୁ ହୋଇଛି। କିନ୍ତୁ ପୁଣି ସେମାନେ ଆସିଛନ୍ତି।

ଦୁଇଟି ରାଜ୍ୟ ଭିତରେ ଯେତେବେଳେ ବିବାଦ ହୁଏ କେନ୍ଦ୍ରର କିଛି ଦାୟିତ୍ଵ ଥାଏ। ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବସେଇ ସମାଧାନ କରୁନି କେନ୍ଦ୍ର ସରକାର। ଧର୍ମେନ୍ଦ୍ର ବାବୁ ଯାଆନ୍ତୁ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ କୁହନ୍ତୁ। ସେ ଡାକନ୍ତୁ ଦୁଇ ରାଜ୍ୟକୁ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁଇ ଜଣଙ୍କ ଅବହେଳା ରହୁଛି। ଜାଲ ସାର୍ଟିଫିକେଟ ନେଇ ମୁଁ ଏସପିଙ୍କ ତଦନ୍ତରେ ସନ୍ତୁଷ୍ଟ ଥିଲି। ଦେଖାଯାଉ କ୍ରାଇମବ୍ରାଞ୍ଚ୍ କେଉଁ ପଦକ୍ଷେପ ନେଉଛି। ଯଦି ସଠିକ୍ ପଦକ୍ଷେପ ନେବନାହିଁ ଆମେ ତାକୁ ସମାଲୋଚନା କରିବୁ। ସଠିକ୍ ପଦକ୍ଷେପ ନେଲେ ସ୍ୱାଗତ କରିବୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି