Masthead

ଯୌନ ନିର୍ଯାତନା ଅଭିଯୋଗରେ ମହିଳା ପୋଲିସ ଗିରଫ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ମହିଳା ସବ ଇନସପେକ୍ଟର ଗିରଫ। ଜନୈକ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ସବ ଇନସପେକ୍ଟର ଗିରଫ। ଗିରଫ ସବ ଇନ୍ସପେକ୍ଟର ଚୁଡାମଣୀ ମେରାଇନ ଥାନାର ସବ ଇନ୍ସପେକ୍ଟର ତପସ୍ବୀନୀ ମହାପାତ୍ର।  ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଚୂଡ଼ାମଣି ମେରାଇନ ଥାନାର ସବ୍ ଇନିସପେକ୍ଟର ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ ।

ଭଦ୍ରକ ପୋଲିସର କହିବା ଅନୁଯାୟୀ ବିବାହର ପ୍ରଲୋଭନ ଦେଇ ସବ୍ ଇନିସପେକ୍ଟର ତପସ୍ୱିନୀ ମହାପାତ୍ର ଶାରୀରିକ ସମ୍ପର୍କ ରଖିଥିଲେ । ଏନେଇ ପୀଡ଼ିତା ଜଣକ ଅଭିଯୋଗ କରିବା ପରେ ତଦନ୍ତ କରିବା ସହ ଏବଂ ମେଡିକାଲ ଯାଞ୍ଚ ପରେ ତପସ୍ୱିନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭଦ୍ରକ ଟାଉନଥାନା ପୋଲିସ । ଅଭିଯୋଗକାରିଣୀ ଜଣେ ମହିଳା ସାମ୍ବାଦିକ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି