Masthead

ମୁମ୍ବାଇରେ ପଶିଲେ ୩ ଆତଙ୍କବାଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ ପଶିଲେ ୩ ଆତଙ୍କବାଦୀ । ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସୂଚନା ଦେଲେ ଅଜଣା ବ୍ୟକ୍ତି । ଏମାନଙ୍କ କନେକସନ ପାକିସ୍ତାନ ସହ ରହିଛି। କେବଳ ସେତିକି ନୁହେଁ କଲର ପୋଲିସକୁ ଜଣଙ୍କ ନାମ ମୁଜିବ ସୈୟାଦ ବୋଲି କହିଛନ୍ତି। ତାଙ୍କ ମୋବାଇଲ ନମ୍ବର ଓ ଗାଡ଼ି ନମ୍ବର ବି ସେ ପୋଲିସକୁ ଦେଇଛନ୍ତି। କଣ୍ଟ୍ରୋଲ ରୁମକୁ ଫୋନ କରିଥିବା ବ୍ୟକ୍ତିଙ୍କ ନାମ ରାଜା ଠୋଙ୍ଗେ ବୋଲି ଜଣାପଡ଼ିଛି । କଲ ପରେ ପୋଲିସ ଆଲର୍ଟ ହୋଇଛି ।

ସୂଚନା ଅନୁସାରେ, ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଗତ ମାସରେ ୧ ମାର୍ଚ୍ଚ ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଜଣେ ଅଜଣା ବ୍ୟକ୍ତି କଲ କରି ମୁମ୍ବାଇର କୁର୍ଲାରେ ବିସ୍ଫୋରଣ ହେବା ଖବର ଦେଇଥିଲେ। ଫୋନ କରିଥିବା ବ୍ୟକ୍ତି କହିଥିଲେ କି ଆସନ୍ତା ୧୦ ମିନିଟ ମଧ୍ୟରେ କୁର୍ଲାରେ ବିସ୍ଫୋରଣ ହେବ। ଯଦିଓ ମୁମ୍ବାଇ ପୋଲିସକୁ ଆଗରୁ ଏଭଳି କଲ ଆସି ସାରିଛି। ତେବେବି ପୋଲିସ କୌଣସି କଲକୁ ଅଣଦେଖା କରିପାରିବ ନାହିଁ। ସେଥିପାଇଁ ପୋଲିସ ଆଲର୍ଟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା