Masthead

ଅଭିଶପ୍ତ କୁଷ୍ଠରୋଗ, ୬ ବର୍ଷ ହେଲା ଜଙ୍ଗଲରେ ବିତୁଛି ଜୀବନ

ରାଇଘର(ବଡ଼ ଖବର ବ୍ୟୁରୋ): ଅନ୍ଧ ବିଶ୍ୱାସର କବଳରେ କୁଷ୍ଠ ରୋଗୀ । ୬ ବର୍ଷ ଧରି ସାମାଜିକ ବାସନ୍ଦ ହୋଇ ରହିଛନ୍ତି । ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଏଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ । କେବିଡି ଗାଁର ସୁନାଧର ଜାନି । ୬ ବର୍ଷ ପୂର୍ବେ ତାଙ୍କୁ କୁଷ୍ଠ ରୋଗ ହେବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ଗାଁରେ ରହିବାକୁ ଦେଇନଥିଲେ ।

ରୋଗ ଆଉ କାହାକୁ ସଂକ୍ରମଣ ହେବ ଆଶଙ୍କାରେ ସୁନାଧରଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା । ସେହି ଦିନ ଠାରୁ ସୁନାଧର ଜଙ୍ଗଲରେ ଆଶ୍ରୟ ନେଉଛନ୍ତି । ସୁନାଧର ଙ୍କ ଦୁଇ ପୁଅ ବାହାରେ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟିଏ ଝିଅ ବାହା ହୋଇଯାଇଛନ୍ତି । ବର୍ତମାନ ସ୍ତ୍ରୀ ମଧ୍ୟ ସୁନାଧର କୁ ଦେଖିବାକୁ ଆସୁନଥିବା କହିଛନ୍ତି ସୁନାଧର । ସରକାର ପାଖରେ ପେନସନ, ଖାଇବା ପିଇବା, ପାନୀୟ ଜଳ ଓ ରହିବା ପାଇଁ ଗୋଟିଏ ଘରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ