Masthead

ପାରାଲିମ୍ପିକ୍ସ ସେମିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଲେ ଭାରତର ବ୍ୟାଡମିଣ୍ଟନ ପ୍ଲେୟାର ପ୍ରମୋଦ ଭଗତ । ଆଉ ଗୋଟିଏ ମ୍ୟାଚ୍ ପରେ ପ୍ରମୋଦ ପଦକ ଜିତିବା ପକ୍କା ହୋଇଯିବ । ଗତ ଗୁରୁବାର ବ୍ୟାଡମିଣ୍ଟନର ପୁୁରୁଷ ଏସଏଲ୍ ୩ ବଗର୍ର ଦ୍ୱିତୀୟ ମ୍ୟାଚରେ ବରଗଡ ଜିଲ୍ଲାର ଓଡିଆ ପୁଅ ୟୁକ୍ରେନର ଓଲେସାଣ୍ଡର୍ ଚିରକୋଭଙ୍କୁ ସିଧାସଳଖ ୨୧-୧୨,୨୯-୯ ଗେମରେ ପରାସ୍ତ କରିଛନ୍ତି ।

ପ୍ରଥମ ଗେମସରେ ସେ ଲଗାତାର ୫ ପଏଣ୍ଟ ହାସଲ କରିଥିଲେ । ପ୍ରମୋଦ ଶଟରଙ୍କ କୌଣସି ଜବାବ୍ ପ୍ରତିପକ୍ଷ ଓଲେସାଣ୍ଡରଙ୍କ ନିକଟରେ ନ ଥିଲା । ସେହିପରି ଦ୍ୱିତୀୟ ଗେମରେ ମଧ୍ୟ ସେ ତାଙ୍କ ପଏଣ୍ଟ ଜାରି ରଖିଥଲେ । ଏହା ପରେ ସେ ୧୬-୬ ରେ ଆଗୁଆ ରହି ଏକାଥରକେ ୧୦ ପଏଣ୍ଟରେ ବଡ ଲିଡ ହାସଲ କରିଥଲେ । ବୁଧବାର ଗୃପ୍ ଷ୍ଟେଜରେ ପ୍ରଥମ ମ୍ୟାଚରେ ପ୍ରମୋଦ ନିଡ ଦେଶର ମନୋଜ ସରକାକଙ୍କୁ ୨୧-୧୦,୨୧-୨୩,୨୧-୯ ଗେମରେ ହରାଇଥିଲେ । ଏହି ମ୍ୟାôଚ୍ ଦୀର୍ଘ ୫୬ ମିନିଟ ଧରି ଚାଲିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି