ମତ୍ସ୍ୟଜୀବୀଙ୍କୁ ବାତ୍ୟା ଭୟ….

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ): ଫାଇଲିନ୍, ହୁଡୁହୁଡୁ, ତିତିଲି, ଫନି ପରି ବାତ୍ୟା ମତ୍ସ୍ୟଜୀବୀଙ୍କ ମନରୁ ଲିଭିନି ପୁଣି ବାତ୍ୟା ଖବର ଶୁଣିବା ପରେ ମତ୍ସ୍ୟଜୀବୀମାନଙ୍କ ମନରେ ଛନକା ପଶିଯାଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ମତ୍ସ୍ୟଜୀବୀମାନଙ୍କୁ ଏବେ ଘାରିଛି ବାତ୍ୟା ଭୟ । ଚିଲିକାରୁ ନିଜର ଡଙ୍ଗା, ଜାଲ, ମେସିନ୍ ସେମାନେ ଉଚ୍ଚ ସ୍ଥାନକୁ ନେଇ ଆସୁଛନ୍ତି । ଫନିରେ ଅନେକ ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ଚିଲିକାରେ ଲୀନ ହୋଇଯାଇଥିଲା । ଆଜି ପର୍ୟ୍ୟନ୍ତ ସେମାନେ ଅଣ୍ଟାସଳାଖ୍ ଠିଆ ହୋଇନାହାନ୍ତି ।

ପୁଣି ବାତ୍ୟା ଖବର ସେମାନଙ୍କୁ ଅଥୟ କରିଦେଉଛି । ଚିଲିକା କୂଳରେ ଥିବା ମଁଏସା-ବ୍ରହ୍ମପୁର ଗାଁର ମତ୍ସ୍ୟଜୀବୀମାନେ ଏବେ ଖୋଜୁଛନ୍ତି ଡଙ୍ଗା, ଜାଲ ଓ ମେସିନ୍ ପାଇଁ ନିରାପଦ ଆଶ୍ରୟସ୍ଥଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ