Masthead

‘ଟ୍ୱିଟରରେ ଏଡିଟ ବଟନ ଦିଅ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ‘ଟ୍ୱିଟରରେ ଏଡିଟ ବଟନ ଦିଅ, ଭୁଲ ହେଲେ ଲୋକେ ହସୁଛନ୍ତି । ଏଲୋନ ମସ୍କଙ୍କୁ ନିବେଦନ କଲେ ବିଗ ବି ଅମିତାଭ ବଚ୍ଚନ । ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥାନ୍ତି । ସେ ସବୁବେଳେ ନିଜ ବ୍ଲଗକୁ ସୋସିଆଲ ମିଡ଼ିରେ ସେୟାର କରନ୍ତି । ବେଳେବେଳ ବ୍ଲଗ ପୋଷ୍ଟ କଲାବେଳେ କିଛିଟା ମିଷ୍ଟେକ ରହିଯାଏ । ଯେଉଁଥି ପାଇଁ ସେ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି ।

https://twitter.com/SrBachchan/status/1648744150840541184?s=20

ତେଣୁ ଏଥିରୁ ବର୍ତ୍ତିବା ପାଇଁ ସେ ଏଲନ ମସ୍କଙ୍କୁ ଟ୍ୱିଟ କରି ଏଡ଼ିଟ ବଟନ ମାଗିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଦୟା କରି ଟ୍ୱିଟରରେ ଏକ ଏଡ଼ିଟ ବଟନ ରଖନ୍ତୁ । ଯେତେବେଳେ କିଛି ଭୁଲ ହୁଏ , ଫ୍ୟାନ୍ସମାନେ ଟ୍ୱିଟକୁ ଡିଲିଟ କରିବା ପାଇଁ କୁହନ୍ତି । ଭୁଲକୁ ଠିକ କରିବା ପରେ ଏହାକୁ ଆଉ ଥରେ ପୋଷ୍ଟ କରିବାକୁ ପଡ଼ିଥାଏ । ଏହାସହ ବଚ୍ଚନ ହାତ ଯୋଡା ହୋଇଥିବା ଏକ ଇମୋଜି ପୋଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି