Masthead

ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଙ୍ଘର୍ଷ

ସୁଦାନ (ବଡ଼ ଖବର ବ୍ୟୁରୋ): ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ସଙ୍ଘର୍ଷରେ ଏପର୍ଯ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ସୁଦାନରୁ ସୁରକ୍ଷିତ ଫେରିଛନ୍ତି ଆମେରିକା ଦୂତାବାସ ଅଧିକାରୀ । ଏଥିସହ ଭାରତ ସମେତ ଅନ୍ୟ ଦେଶର ୯୧ ଜଣ ଲୋକ ସାଉଦି ଆରବର ସୁରକ୍ଷା ଅଧୀନରେ ପ୍ରଥମ ଥର ପାଇଁ ସୁଦାନରୁ ନିରାପଦରେ ବାହାରିଛନ୍ତି । ଟ୍ୱିଟ କରି ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଏହି ସୂଚନା ପ୍ରଦାନ ଦିଆଯାଇଛି ।

ପାରାମିଲିଟାରୀ ଫୋର୍ସ କହିଛନ୍ତି , ରବିବାର ସକାଳେ ରାଷ୍ଟ୍ରଦୂତ ଏବଂ ସେମାନଙ୍କ ପରିବାରକୁ ସ୍ଥାନାନ୍ତର କରିବା ପାଇଁ ଆମେ ଆମେରିକୀୟ ଦଳ ସହିତ କାମ କରିଥିଲୁ। ସମସ୍ତ କୂଟନୈତିଜ୍ଞଙ୍କୁ ପୂର୍ଣ୍ଣ ସହଯୋଗ ଏବଂ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସାମରିକ ବାହିନୀ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଦେଶର ସରକାର କହିଛନ୍ତି, ସୁଦାନଙ୍କ ବିମାନ ବନ୍ଦର ବନ୍ଦ ହୋଇଥିଲେ ମଧ୍ୟ ହଜାର ହଜାର ନାଗରିକଙ୍କୁ ନିରାପଦରେ ସ୍ଥାନାନ୍ତର କରିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼