Masthead

ଜୀବନ ହାରିଲା ପ୍ରେମିକ

ବଡ଼ଚଣା(ବଡ଼ ଖବର ବ୍ୟୁରୋ):ଶବ ରଖି ଥାନା ଘେରିଲେ ପରିବାର । ପ୍ରେମିକାର ନିର୍ୟାତନା ସହିନପାରି ଜୀବନ ହାରିଲା ପ୍ରେମିକ । ଯାଜପୁର ଜିଲ୍ଲା ବୈରି ଥାନା ବିରିଜଙ୍ଗା ଗ୍ରାମର ପ୍ରଭାତ କୁମାର ଲେଙ୍କା ବୈରୀ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରଭାତଙ୍କୁ ବାରମ୍ବାର ଟଙ୍କା ଓ ଅଳଙ୍କାର ମାଗୁଥିଲା ପ୍ରେମିକା । ପ୍ରଭାତ ବିବାହ କରିବାକୁ କହିବାରୁ ବିବାଦର ସୂତ୍ରପାତ ହୋଇଥିଲା । ପ୍ରେମିକା ବୈରି ଥାନାରେ କରିଥିଲା ଅଭିଯୋଗ ।

ପରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା । ପରେ ପ୍ରଭାତକୁ ବିବାହ କରିବା ଦୂରର କଥା ତାକୁ ଜାଣିନଥିବା କୁଆଡେ ପ୍ରେମିକା କହିଥିଲା । ଏ ସବୁ ପରେ ପ୍ରଭାତ ନିଜ ସୋସିଆଲ ମିଡିଆରେ ଉଭୟଙ୍କ ଫୋଟ ପୋଷ୍ଟ କରିବା ପରେ ଜୀବନ ହାରିଥିଲା । ପରିବାର ଲୋକେ ଥାନା ଆଗରେ ଶବରଖି ଧାରଣା ଦେଇଥିଲେ । ପୋଲିସ ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ପରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା