Masthead

ମନ ମୋହୁଛି ଗେଣ୍ଡାଳିଆ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନ କାଞ୍ଜିଆ ହ୍ରଦ । ହ୍ରଦ କୂଳେକୂଳେ ପକ୍ଷୀଙ୍କ ଆସର । ସବୁଠୁ ନିଆରା ଲାଗୁଛି ଗେଣ୍ଡାଳିଆ ପକ୍ଷୀ । ଗେଣ୍ଡାଳିଆ ଏବେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ସାଜିଛି । ପର୍ଯ୍ୟଟକମାନେ ପକ୍ଷୀକୁ ଦେଖି ଚାହିଁ ରହୁଛନ୍ତି । ମନଖୋଲି ଆକାଶରେ ବିତରଣ କରୁଛନ୍ତି ଗେଣ୍ଡାଳିଆ । ଆକାଶରେ ଉଡୁଥିବା ଏହି ପକ୍ଷୀମାନେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଓଡିଶାର ଗେଣ୍ଡାଳିଆଙ୍କ ବଂଶ ସଂଖ୍ୟାରେ ନନ୍ଦନକାନନ ଦ୍ୱିତୀୟ ସ୍ଥାନରେ ରହିଛି । ଭିତରକନିକା ପ୍ରଥମ ଥିବାବେଳେ ନନ୍ଦକାନନ ଦ୍ୱିତୀୟ ସ୍ଥାନରେ ରହିଅଛି । ବର୍ଷାଋତୁ ପ୍ରାରମ୍ଭରୁ ଗେଣ୍ଡାଳିଆମାନେ ନନ୍ଦନକାନନକୁ ଚାଲିଆସନ୍ତି । କାଞ୍ଜିଆ ହ୍ରଦ କୂଳ ଗଛଗୁଡିକରେ ବସା ବାନ୍ଧିଥାନ୍ତି । ଛୁଆ ଜନ୍ମଦେଇ ଜାରୁଆରୀ ଶେଷ ବେଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଚଳିତବର୍ଷ ନନ୍ଦନକାନନରେ ୨୪୭ଟି ଗଛରେ ୩୧୬୮ଟି ଗେଣ୍ଡାଳିଆ ବସା ବାନ୍ଧିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ