Masthead

ଭିଭିପ୍ୟାଟରେ ତ୍ରୁଟିଥିଲା, ସମାଧାନ କରାଯାଇଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । କହିଛନ୍ତି ଝାରସୁଗୁଡା ଉପ ନିର୍ବାଚନରେ ସବୁ ବୁଥରେ ସକାଳ ୭ ଟାରେ ପୁଲିଙ୍ଗ ଆରମ୍ଭ ହୋଇଛି । ମକ ପୋଲ ସମୟ ରେ ୧୬ ଟି ବୁଥ ରେ ଇଭିଏମରେ ତ୍ରୁଟି ଆସିଥିଲା । ୭ ଟା ରୁ ୯ ଟା ଭିତରେ କୌଣସି ତ୍ରୁଟି ହୋଇନି । ୯ଟା ରୁ ୧୧ ଭିତରେ ୬୨ ନଂ ଓ ୧୨୮ ନଂ ବୁଥ ରେ ଇଭିଏମ ତ୍ରୁଟି ହୋଇଥିଲା । ଦିନ ୧୧ ଟା ସୁଦ୍ଧା ୨୦.୩୮ % ମତଦାନ ହୋଇଥବା ବେଳେ ୨୪୩୯୮ ଜଣ ପୁରୁଷ ଓ ୨୦୭୮୫ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଛନ୍ତି ।

ତାତି ରୁ ରକ୍ଷା ପାଇବା ପାଇଁ ସମସ୍ତ ବୁଥ ରେ ପାନୀୟ ଜଳ ସହ ଜଳ ସିଞ୍ଚନ କରାଯାଉଛି । ୧୬ ଟି ବୁଥ ରେ ତ୍ରୁଟି ଦେଖା ଯାଇଥିଲା। ୯ରୁ ୧୧ ଭିତରେ ଦୁଇଟି ଭିଭିପ୍ୟାଟରେ ତ୍ରୁଟି ହୋଇଛି।ତାହାର ସମାଧାନ କରଯାଇଛି। ୨୪୩୯୮ପୁରୁଷ ଓ ୨୦୭୮୫ମହିଳା ମତଦାନ ସାବ୍ୟସ୍ତ କରିଛନ୍ତି। ଗ୍ରୀଷ୍ମ ପ୍ରବାହରୁ ବର୍ତିବା ପାଇଁ ସମସ୍ତ ବ୍ୟବସ୍ଥା ଆପଣ ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ