ନଦୀରେ ବୁଡ଼ି ଛାତ୍ର ମୃତ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଦେବୀ ନଦୀରେ ବୁଡି ନବମ ଶ୍ରେଣୀ ଛାତ୍ର ମୃତ । ଏଭଳି ଅଭାବନିୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ବଛାଳ ଗ୍ରାମରେ । ବଛାଳ ଗ୍ରାମର ତିନି ନାବାଳକ ଅଭିଜିତ ଦାଶ, ଶାନ୍ତନୁ ନାୟକ ଓ ବିଶ୍ୱଜିତ ରାଉତ ସାଙ୍ଗ ହୋଇ ଦେବୀ ନଦୀକୁ ଗାଧେଇ ବାକୁ ଯାଇଥିଲେ । ହଠାତ ଜଣେ ସାଙ୍ଗ ବୁଡିଯିଵା ଦେଖି ଅନ୍ୟ ଦୁଇ ସାଙ୍ଗ ତାଙ୍କୁ ବଂଚେଇବାକୁ ଯାଇ ସମସ୍ତେ ବୁଡିଯାଇଥିଲେ ।

ସେମାନଙ୍କ ପାଟିଶୁଣି କିଛି ସ୍ଥାନୀୟ ଲୋକେ ପାଣିକୁ ଲମ୍ଫ ମାରିଥିଲେ । ଆଉ କିଛି ନାଉଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଗ୍ରାମବାସୀ ଦୁଇଜଣକୁ ଉଦ୍ଧାର କରିଥିବା ବେଳେ ଅଭିଜିତ ଦାଶଙ୍କୁ ଉଦ୍ଧାର କରିପାରିନଥିଲେ । ପ୍ରାୟ ଏକ ଘଣ୍ଟା ପରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ସହାୟତାରେ ଅଭିଜିତ ଦାଶଙ୍କୁ ଉଦ୍ଧାର କରି ନାଉଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ