Masthead

ବ୍ରିଜଭୂଷଣଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମହିଳା ରେସଲରଙ୍କୁ ଯୌନ ଶୋଷଣ ଘଟଣା । ଦିଲ୍ଲୀ ପୋଲିସ ନିକଟରେ ହାଜର ହେଲେ ବ୍ରିଜଭୂଷଣ ଶରଣ ସିଂ । ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ତାଙ୍କୁ କିଛି ଦସ୍ତାବିଜ ବି ମଗାଯାଇଛି। ଆବଶ୍ୟକ ହେଲେ ପୁଣିଥରେ ବୟାନ ରେକର୍ଡ କରାଯାଇପାରେ ବୋଲି ସୂଚନା ମିଳିଛି । ବ୍ରିଜ ଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସେ ପୋଲିସ ସାମ୍ନାରେ ଖଣ୍ଡନ କରିଛନ୍ତି।

ବ୍ରିଜଭୂଷଣ ଶରଣ ସିଂ ଦିଲ୍ଲୀ ପୋଲିସର ଏସଆଇଟି ଆଗରେ ତାଙ୍କ ବୟାନ ରେକର୍ଡ କରିଛନ୍ତି।  ବ୍ରିଜ ଭୂଷଣ ଶରଣ ସିଂଙ୍କ ବ୍ୟତୀତ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସହକାରୀ ସଚିବ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସେପଟେ ଦିଲ୍ଲୀ ଜନ୍ତରମନ୍ତର ଠାରେ ୨୦ ଦିନରେ ପହଞ୍ଚିଲାଣି କୁସ୍ତି ଯୋଦ୍ଧାଙ୍କ ଧାରଣା । ବ୍ରିଜଭୂଷଣଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଧିମା ହେଉଥିବାରୁ କୁସ୍ତିଯୋଦ୍ଧାମାନେ ଅସନ୍ତୋଷ ଜାହିର କରିଛନ୍ତି । ଯାହାକୁ ନେଇ ଗୁରୁବାର କଳାଦିବସ ପାଳନ କରିଛନ୍ତି କୁସ୍ତିଯୋଦ୍ଧା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ