Masthead

ଯୋଗି ଆଦିତ୍ୟ ନାଥଙ୍କ ବଡ ନିର୍ଦ୍ଦେଶ

ଉତ୍ତର ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଧାର୍ମିକ ସ୍ଥଳରେ ଲାଉଡସ୍ପିକର ଉପରେ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ବ୍ୟାନ ପରେ ମଧ୍ୟ ଲାଉଡସ୍ପିକର ଲଗାଇବା ସହ୍ୟ କରାଯିବ ନାହିଁ । ସିଏମ ଯୋଗି ଅଧିକାରଙ୍କୁ କହିଛନ୍ତି ଅଭିଯାନ କରି ଧାର୍ମିକ ସ୍ଥଳରେ ଲାଗିଥିବା ଲାଉଡସ୍ପିକର କୁ ନିୟନ୍ତ୍ରିତ କରାଯାଉ ।କିଛି ମାସ ପୂର୍ବରୁ ଧର୍ମସ୍ଥଳୀରୁ ଲାଉଡସ୍ପିକର ହଟାଇବାକୁ ନିର୍ଦ୍ଦେଶ ଦେଇଥଲେ ଯୋଗି ସରକାର । ଲୋକଙ୍କ ହିତକୁ ପ୍ରଥମିକତା ଦେଇ ଲାଉଡସ୍ପିକର ହଟାଇବାକୁ ସେ କହିଛନ୍ତି । ଯୋଗି ଆଦିତ୍ୟନାଥ କହିଛନ୍ତି କିଛି ଜିଲ୍ଲା ପରିକ୍ରମା ସମୟରେ ସେ ଅନୁଭବ କରିଛନ୍ତି କିଛି ଜିଲ୍ଲାରେ ପୁଣି ଥରେ ଲାଉଡସ୍ପିକର ଲଗା ଯାଇଛି । ଏହା ସହ୍ୟ କରାଯିବ ନାହିଁ । ଧ୍ୱନି ପ୍ରଦୂଷଣ କୁ ବନ୍ଦ କରାଯିବା କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼