Masthead

ଆଜି ଶପଥ ନେଲେ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଆଜି କର୍ଣ୍ଣାଟକରେ ସିଦ୍ଧରମେୟାଙ୍କ ପ୍ରଥମ କ୍ୟାବିନେଟ ସଂପ୍ରସାରଣ । କ୍ୟାବିନେଟରେ ସାମିଲ ହେଲେ ଆଉ ୨୪ ମନ୍ତ୍ରୀ । ସିଦ୍ଧରମେୟା ସରକାରରେ ଶପଥ ନେବେ ୨୪ ନୂଆ ମନ୍ତ୍ରୀ । ନୂଆ ମନ୍ତ୍ରୀମଣ୍ଡଳରେ ୮ ଲିଙ୍ଗାୟତ ସଂପ୍ରଦାୟର ସାମିଲ ଅଛନ୍ତି । ୨୪ ମନ୍ତ୍ରୀଙ୍କ ମଧ୍ୟରେ ୯ ଜଣ ନୂଆ ଚେହେରା ଥିବା ସୂଚନା ମିଳିଛି । ଏ ନେଇ ଦଳ ତରଫରୁ ତାଲିକା ଜାରି କରାଯାଇଛି । କାହାକୁ କେଉଁ ବିଭାଗ ଦିଆଯିବ ସେନେଇ ହାଇକମାଣ୍ଡଙ୍କ ସହ ସମସ୍ତ ଆଲୋଚନା ସରିଛି । ଆଜି ଶପଥ ଗ୍ରହଣ ପରେ ସଂନ୍ଧ୍ୟା ସୁଦ୍ଧା ବିଭାଗ ବଣ୍ଟନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା