ଜୁନ ମାସରେ ୧୧ ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ରିର୍ଜଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଛୁଟି ତାଲିକା ଅନୁଯାୟୀ ଜୁନ ମାସରେ ବ୍ୟାଙ୍କ ଗୁଡିକ ମୋଟ ୧୨ ଦିନ ବନ୍ଦ ରହିବ । ଏକ ଅଂଚଳିକ ମହୋତ୍ସବ ଥିବା ହେତୁ କେବଳ ସେହି ଅଚଂଳରେ ବ୍ୟାଙ୍କ ଶାଖା ବନ୍ଦ ରହିବ । ସେହି ଦିନ ଗୁଡିକରେ ଗ୍ରାହକ ଏଟିଏମ ବ୍ୟବହାର କରି ପାରିବେ ।

ଏହି ୧୧ ଦିନରେ ବ୍ୟାଙ୍କ ଖୋଳିବ ନାହିଁ
ଜୁନ ୪-ରବିବାର
ଜୁନ ୧୦- ଦ୍ୱିତୀୟ ଶନିବାର
ଜୁନ ୧୧ -ରବିବାର
ଜୁନ ୧୪ -ପହିଲି ରଜ
ଜୁନ ୧୫-ରଜ ସଂକ୍ରାନ୍ତି
ଜୁନ ୧୮- ରବିବାର
ଜୁନ ୨୦-ରଥଯାତ୍ରା
ଜୁନ ୨୪-ଚତୁର୍ଥ ଶନିବାର
ଜୁନ ୨୫-ରବିବାର
ଜୁନ ୨୭-ବାହୁଡା
ଜୁନ ୨୯- ଇଦ୍

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ