Before Header

ଦିବଂଗତ ନେତାଙ୍କ ପାଇଁ ଶୋକ, ୫ଟା ଯାଏଁ ଗୃହ ମୁଲତବି

0 35

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଥିଲା ବିଧାନସଭାର ମୌସୁମୀ ଅଧିବେଶନ । ଏହାପରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶେକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଏବେ ଅପରାହ୍ନ ୫ଟା ଯାଏଁ ମୁଲତବି ରହିବ ଗୃହ ।

 

Leave A Reply

Your email address will not be published.