Masthead

ଚଳନ୍ତା ଟ୍ରେନରୁ ଖସିଲେ ମହିଳା, ଦେବଦୂତ ସାଜିଲେ ଯବାନ

ଝାରସୁଗୁଡ଼ା  (ବଡ଼ ଖବର ବ୍ୟୁରୋ):  ଚଳନ୍ତା ଟ୍ରେନରୁ ଖସିପଡିଲେ ମହିଳା । ଦେବଦୂତ ସାଜି ଉଦ୍ଧାର କଲେ ଆରପିଏଫ ଯବାନ । ଝାରସୁଗୁଡ଼ା ରେଳ ଷ୍ଟେସନର ଏକ ନଂ ପ୍ଲାଟ ଫର୍ମରେ ସାଉଥ ବିହାର ଟ୍ରେନରୁ ଜଣେ ମହିଳା ଯାତ୍ରୀ ଟ୍ରେନରୁ ଓହ୍ଲାଇବା ସମୟରେ ତାଙ୍କ ପାଦ ଖସିଯାଇଥିଲା । ଏହି ସମୟରେ ଏଏସଆଇ ଡିଏନ୍ ରାୟ ଓ କନେଷ୍ଟବଳ ଦିଲ୍ଲୀପ କୁମାର ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ଫଳରେ ମୃତ୍ୟୁ ମୁଖରୁ ମହିଳା ଯାତ୍ରୀ ଜଣକ ବଞ୍ଚିଯାଇଛନ୍ତି । ଫଳରେ ବଡ଼ ଦୁର୍ଘଟଣାରୁ ବଂଚି ଯାଇଛନ୍ତି ମହିଳା ଯାତ୍ରୀ । ରେଳ ବିଭାଗର ଆରପିଏଫ କର୍ମଚାରୀଙ୍କ ଏପରି ସାହାସିକତା ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼