Masthead

ଆଇପିଏଲ ଟ୍ରଫି ସହ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ ଟାଇଟଲ ଟ୍ରଫି ଚେନ୍ନାଇ ସୁପର କିଙ୍ଗସ ହାତେଇଛି । ଚେନ୍ନାଇର ଐତିହାସିକ ବିଜୟ ପରେ ସାରାଦେଶରେ ଚେନ୍ନାଇ ପ୍ରଶଂସକଙ୍କ ଖୁସି କହିଲେ ନସରେ । ଚେନ୍ନାଇର ପ୍ରତ୍ୟକ ଖେଳାଳି ଟ୍ରଫି କୁ ଆଲିଙ୍ଗନ କରୁଥିବା ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଇପିଏଲ ଟ୍ରଫି ସହ ଚେନ୍ନାଇ ଟିମର ସଦସ୍ୟ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି ନଜର ଆସିଛନ୍ତି । ସେ ଚେନ୍ନାଇ ସୁପରକିଙ୍ଗସର ର୍ଜସି ପିନ୍ଧଛନ୍ତି ଓ ହାତରେ ୨୦୨୩ ଆଇପିଏଲ ଟାଇଟଲ ଟ୍ରଫି ଧରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ