Masthead

ସୋର ଓ ବାଲେଶ୍ବର ମେଡିକାଲରେ ଆହତଙ୍କ ଭିଡ଼

ବାଲେଶ୍ବର(ବଡ଼ ଖବର ବ୍ୟୁରୋ): ଦୁର୍ଘଟଣା ପରେ କେତେ ଲୋକ ଆହତ ହୋଇଛନ୍ତି ଓ କେତେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଆକଳନ କରିବା କାଠିକର ପାଠ ଥିଲା । ଉଦ୍ଧାରକାରୀଙ୍କ ଅପେକ୍ଷା ଦେଖଣାହାରୀଙ୍କ ସଂଖ୍ୟା ବଢିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ବାଧ୍ୟ ହୋଇ ସ୍ଥାନୀୟ ପୋଲିସ ବାହାନଗା ଷ୍ଟେସନ୍ ବଜାରରେ ଭିଡ ନିୟନ୍ତ୍ରଣ କରିବା ସହ ଆମ୍ବୁଲାନ୍ସ ପାଇଁ ରାସ୍ତା ସଫା କରିଥିଲା ।

ମୃତାହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସଂଖ୍ୟା ଏତେ ଅଧିକ ହେଲା ଯେ, ବାଧ୍ୟ ହୋଇ ମୃତାହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନା ନେବାକୁ ପଡିଲା । ସୋର ଟାଉନହଲରେ ମଧ୍ୟ ଚାଲିଲା ରୋଗୀସେବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ