Masthead

ନେପାଳରେ ଭୂସ୍ଖଳନ, ୫ ମୃତ

ନେପାଳ (ବଡ଼ ଖବର ବ୍ୟୁରୋ):  ନେପାଳରେ ମୌସୁମୀ ଯୋଗୁଁ ଭୀଷଣ ବର୍ଷା । ଫଳରେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ୫ଜଣଙ୍କର ମୃତ୍ୟୁ ହେଇଥିବାଳେ ୧୮ଜଣ ନିଖୋଜ ଥିବା ସୂଚନା ରହିଛି । ରାଷ୍ଟ୍ରୀୟ ବିପର୍ୟ୍ୟୟ ପ୍ରବନ୍ଧନ ଓ ପ୍ରାଧିକରଣ ତଥ୍ୟ ଅନୁସାରେ ଭୀଷଣ ବର୍ଷା ଯୋଗୁଁ କୋଶୀର ଏକାଧିକ ଜିଲ୍ଲାରେ ବିଶେଷତଃ ତାପ୍ଲେଜଙ୍ଗ, ପଞ୍ଚଥର, ସଂଖୁବାସଭା, ଓ ତେରହଥୁମରେ ପ୍ରକୃତିର ପ୍ରଳୟ ରୂପ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ