Masthead

ସୌନ୍ଦର୍ଯ୍ୟକରଣ ନାଁରେ କୀର୍ତ୍ତିରାଜି ଭଙ୍ଗା ଯାଉଛି: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଥିବା କହିଛି ବିଜେପି । ଜିପିଆର ରିପୋର୍ଟ ସରକାରଙ୍କ ପାଖରେ ଥାଇବି କାର୍ୟ୍ୟକାରୀ ହେଉନି । କୀର୍ତ୍ତିରାଜି ଉପରେ ଟାଇଲ ପକାଇ ରାଜନୈତିକ ମଞ୍ଚ ମାଧ୍ୟମରେ ଉତ୍ସବ ପାଳନ କରାଯାଉଛି । ଆଗକୁ ନିର୍ବାଚନ ଥିବାରୁ ଏଭଳି ଭେଳିକି ସୃଷ୍ଟି କରୁଥିବା କହିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।

ଏହାକୁ ରାଜ୍ୟ ସରକାର ରାଜନୈତିକ ମଞ୍ଚ କରିଛନ୍ତି, ଲୋକଙ୍କୁ ଭୁଆଁ ବୁଲେଇ ପ୍ରହେଳିକା ସୃଷ୍ଟି କରୁଛନ୍ତି । ୨୩ ବର୍ଷ ଶାସନରେ ସୌନ୍ଦର୍ଯ୍ୟକରଣ କଥା ଆଜି ମନେ ପଡ଼ିଛି । ଆମେ ବିରୋଧ କରୁନାହୁଁ, ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ହେବା ଦରକାର । ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଛି । ସେଥିପାଇଁ ବିବାଦ ହୋଇଛି, ଯେଉଁ କୀର୍ତ୍ତିରାଜି ଲାଗି ଆମେ ଆମେ ଗର୍ବ ଅନୁଭବ କରୁଛେ । ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ହୋଇପାରିବ କି ବୋଲି ପ୍ରଶ୍ନ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼