Before Header

କପିଳେଶ୍ୱର ମନ୍ଦିରର ଉନ୍ନତି ନହେଲେ ଆନ୍ଦୋଳନ କରିବ ବିଜେପି

0 18

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କପିଳେଶ୍ୱର ମନ୍ଦିରକୁ ଏକାମ୍ରପ୍ରକଳ୍ପରୁ ବାଦ ଦେବାରୁ ଉଦବେଗ ପ୍ରକାଶ କରିଛି ବିଜେପି । ଲିଙ୍ଗରାଜ ମନ୍ଦିରରୁ ୧ କିଲୋମିଟର ଦୂରରେ ଥାଇବି ଏହି ମନ୍ଦିରର କାହିଁକି ଉନ୍ନତି କରଣ ହୋଇନାହିଁ ବୋଲି ପଚାରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ଆଗାମୀ ଦିନରେ କପିଳେଶ୍ୱର ମନ୍ଦିର ପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ କରିବ ବୋଲି କହିଛି ବିଜେପି ।

Leave A Reply

Your email address will not be published.