Masthead

କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଭେଟି

ନୂଆଦିଲ୍ଲୀ(ବଡ଼ଖବର ବ୍ୟୁରୋ):ଅନ୍ନଦାତାଙ୍କ ଲାଗି ଖୁସିଖବର । କେନ୍ଦ୍ର ସରକାର କୃଷକଙ୍କ ଲାଗି ୩ଲକ୍ଷ୭୦ହଜାର କୋଟି ଟଙ୍କାର ବୃହତ୍ତତ୍ତଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଚାଷ କାର୍ଯ୍ୟରେ ରାସାୟନିକ ସାରର ପ୍ରୟୋଗକୁ କମ୍ କରିବା ଲାଗି ରାଜ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ନୂଆ ଯୋଜନା ‘ପିଏମ୍ ପ୍ରଣାମ’କୁ ମଞ୍ଜୁରୀ ଦେଇଛନ୍ତି । ଯେଉଁଥିରେ କୃଷକଙ୍କ ପାଇଁ ଅନେକ ସୁବିଧା ରହିଛି । ଏପରିକି ୩ ବର୍ଷ ପାଇଁ ୟୁରିଆ ସବସିଡି ଲାଗି ସରକାର ୩,୬୮,୬୭୬,୭ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହ କେନ୍ଦ୍ର ସରକାର ୨୦୨୩-୨୪ ଚିନି ଉତ୍ପାଦନ ଲାଗି ଆଖୁଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ଆଖୁର ଲାଭକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୦ଟଙ୍କାକୁ ବୃଦ୍ଧି କରି ୩୧୫ ଟଙ୍କା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ