Masthead

ଜର୍ସିରେ ବାଇଜୁ ବଦଳରେ ନଜର ଆସିବ ଡ୍ରିମ ୧୧

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଆଇସିସି କ୍ରିକେଟ୍ ୱାଲ୍ଡକପ୍ ପୂର୍ବରୁ ବିସିସିଆଇର ବଡ ପରିବର୍ତ୍ତନ । ଫାଣ୍ଟେସି ଗେମିଂ ପ୍ଲାଟଫର୍ମ ଡ୍ରିମ୍ ୧୧ ବାଇଜୁର ସ୍ଥାନ ନେବ । ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ବାଇଜୁ ବଦଳରେ ଡ୍ରିମ୍ ୧୧ ଭାରତର ନୂଆ କ୍ରିକେଟ୍ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛି । ଏବଂ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ୍ ଜର୍ସି ପ୍ରଯୋଜକ ଭାବରେ ADIDASକୁ ନିଯୁକ୍ତ କରିଛି । WTC ଫାଇନାଲ୍ ପୂର୍ବରୁ ଅଫିସିଆଲ୍ କିଟ୍ ପ୍ରଯୋଜକ ଭାବରେ ADIDASକୁ ବିସିସିଆଇ ସାମିଲ କରିଥିଲା ।

ADIDAS ପୂର୍ବରୁ ନାଇକ୍ ବୋର୍ଡ ଜର୍ସି ତିଆରି କରୁଥିଲା । ବିସିସିଆଇର ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଜର୍ସିରେ ଏହି ନୂଆ ଲୋଗା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଦେଖିବାକୁ ମିଳିବ । ଏହି ସିରିଜରେ ଭାରତ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆସନ୍ତା ଜୁଲାଇ ୧୨ ରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ସିରିଜରୁ ହିଁ ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ୍ ୧୧ ଲୋଗୋ ନଜର ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼