Masthead

‘ଟିକେଟ କଟିବା ଭୟରେ ବିଜେଡି ନେତା ଯୁକ୍ତି ବାଢୁଛନ୍ତି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ଟି ସଚିବଙ୍କ ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା । କହିଛନ୍ତି ୫ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡିର ଗ୍ରୀଭାନ୍ସ ଆଣିବାକୁ ଯାଉଥିବା ଯୁକ୍ତିଯୁକ୍ତ ନୁହେଁ । ଟିକେଟ କଟିଯିବା ଭୟରେ ବିଜେଡି ନେତାମାନେ ଏମିତି ଯୁକ୍ତି ବାଢ଼ୁଛନ୍ତି । ଭୟ ଯୋଗୁ ହିଁ ସେମାନେ ୫ଟି ସଚିବଙ୍କ ଗସ୍ତ ସମୟରେ ଲୋକ ଯୋଗାଡ଼ କରୁଛନ୍ତି । ଗ୍ରୀଭାନ୍ସ ପାଇଁ ରାଜ୍ୟ ସରକାର ସୋମବାର ଦିନ ସମୟ ଧାର୍ଯ୍ୟ କରିଛନ୍ତି ।

ବିଡ଼ିଓ ଠୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏବଂ ପ୍ରତି ଜିଲ୍ଲା ପାଇଁ ମଧ୍ୟ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ୫ଟି ସଚିବ ତେବେ କେଉଁ ଗ୍ରୀଭାନ୍ସ ଆଣିବାକୁ ଯାଉଛନ୍ତି । ୫ଟି ସଚିବଙ୍କ ଗସ୍ତ ସ୍ଥାନରେ ସାଗୁଆ ରଙ୍ଗର ବ୍ୟାନର ବନ୍ଧା ହେଉଛି । ହଜାର ହଜାର ସଂଖ୍ୟାରେ ଲୋକ ଆସୁଛନ୍ତି । ସେଠି କାଗଜ ଦିଆ ଯାଉଛି ଏବଂ ତତକ୍ଷାଣତ କାର୍ଯ୍ୟକାରୀ ହେଉଛି । ଟଙ୍କା ଘୋଷଣା କରାଯିବା ଭଳି ଅସାମ୍ବିଧାନିକ କାର୍ଯ୍ୟ ହେଉଛି । ଯାହାକୁ ଓଡ଼ିଶାର ଲୋକେ କେବେ ବି ଗ୍ରହଣ କରିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼